Sunday, November 23, 2014

india - 14th formation day of PLGA

2ରୁ8 ଡିସେମ୍ବର 2014 ପର୍ଯଂତ
PLGA 14ତମ ବର୍ସପୁର୍ତି ଉପଲକ୍ଷେ ଧୁମ୍ ଧାମ୍ ରେ ମନାନ୍ତୁ.
ନରେଂଦ୍ର ମୋଦିଂକ ମିଛ ବିକାଶଧାରାର ଭାଶଣର ଗରିବର ଭୋକ ମେଟିଂବନିଂ.
ବହୁରାଷ୍ଟ୍ରୀୟ କଂପାନୀ, ବଡ଼ ପୁଂଜିପତି ଜମିଦାର ମାନକଂଠାରୁ ଶୋଶଣ ମୁକ୍ତ ହେବା ପାଇଂ
ସ୍ବାଧିନତାର ଲଢାଇ ନିମଂତେ...
PLGAରେ ସାମିଲ ହେବା ପାଇଂ ଆଗଇ ଆସନ୍ତୁ.
ଓଡ଼ିଶା ରାଜ୍ୟ କମିଟି
ଭାରତର କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ)

ପ୍ରିୟ ଜନତା,

ଫାଶୀବାଦୀ ସଂଘ ପରିବାର ପ୍ରୟୋଜିତ ନରେଂଦ୍ର ମୋଦୀକ୍ଂ ସରକାର ଭ୍ରଷ୍ଟାଚାରମୁକ୍ତ ଶାସନ, ସ୍ୟୁଇସ୍ ବ୍ୟାଂକର କଳାଧନ ଫେରାଇବା, ମହଂଗାଇ କମ୍ କରିବା, ବିକାଶ ସହିତ ସୁଶାସନ ଦେବା ସଂକଳ୍ପକୁ ସାକାର କରିବା ପାଇଂ ଶାସନଭାର ନେବା ପରେ ମାତ୍ର ଶାସନର 6 ମାସ ମଧ୍ୟରେ ଦେଖାଦେଲା- ଭ୍ରଷ୍ଟାଚାର, ମହଂଗାଇ ଓ କୁଶାସନରୁ ଜାଣାପଡୁଛି ପୂର୍ବ ସରକାର ଠାରୁ ମୋଦୀ ସରକାର କେଉଂ ଗୁଣାରେ କମ୍ ନୁହନ୍ତି.
ପୁର୍ବ ଦଶବର୍ଷରେ ମନମୋହନ ସିଂ ମୂଖ୍ୟ ଭୁମିକା ଗ୍ରହଣ କରି ବିଦେଶୀ କଂପାନୀ ଓ ଜମିଦାର ମାନକଂର ହିତ ପାଇଂ କାନୁନ୍ ବନାଉଥିଲେ ପୁଣି ବର୍ତମାନ ନରେଂଦ୍ର ମୋଦୀ ନାଟକୀୟ ଭାଷଣ ଢ଼ଂଗରେ ଖୋଲାଖୋଲି ଭାବରେ ପୁଂଜୀପତି, ଜମୀଦାର ଓ ବହୁରାଷ୍ଟ୍ରୀୟ କଂପନୀ ମାନଂକର ହିତ ପାଇଂ କାନୁନ୍ ପ୍ରସ୍ତୁତ କରୁଛଂତି.
ନରେଂଦ୍ର ମୋଦି ସବୁଠୁ ବଡ଼ ପ୍ରହାର କରୁଛଂତି ଶ୍ରମିକ ବର୍ଗର ମେରୁଦଂଡ ଓ ଆର୍ଥନୈତିକ ବିକାସକୁ ଭାଂଗୀ ପକାଇଛି. କାରଣ ଶ୍ରମ ଆଇନ୍, ଫେକ୍ଟ୍ରି ଆଇନ୍ ଓ ଅପ୍ରେଂଟିସ ଆଇନ୍ କୁ ବଦଳାଇ ଶ୍ରମିକଂକର ସମସ୍ତ ଅଧିକାରକୁ ଛିନ୍ନ କରାଯାଇଛି. ଯେଉଂ ଅଧିକାର ପାଇଂ ଶ୍ରିମକମାନେ ପୂର୍ବରୁ ବହୁସଂଘର୍ଷ କରି ପ୍ରାପ୍ତ କରିଥିଲେ, ତାହାକୁ ବଦଳାଇ ଶ୍ରମିକ ସଂଘ ଗଠନ କରିବାରେ କଟକଣା ଜାହିର କରାଯାଇଛି. ଯେଉଂ ଦେଶର ସଂବିଧାନର ନାଗରିକର ମୌଳିକ ଅଧିକାରକୁ ଛିନ୍ନ କରି ପୁଂଜୀପତିକଂର ଫାଇଦା ପାଇଂ ଅପ୍ରେଂଟିସ କାନୁନକୁ ପରିବର୍ତନ କରି ଦିଆଯାଇଛି. ଯାହା ଫଳରେ ସ୍ଥାୟୀ ଶ୍ରମିକାଂକୁ କାରଖାନାରୁ ବାହାର କରିଦେବା ସହଜ ସାଧ୍ୟ ହୋଇଯାଇଛି. ଆଜିର ଶ୍ରିମକ ବିରୋଧୀ ମୋଦୀ ସରକାର ସବୁଠାରୁ ବଡ଼ ପ୍ରମାଣ କରିଛଂତି ଯେ - 'ଦୀନଦୟାଲ ଉପାଧ୍ୟାୟ ଶ୍ରମେବ ଜ୍ୟୋତି' ଯୋଜନାର ସମାରୋହରେ ଶ୍ରମିକ ଓ ଶ୍ରମିକ ସଂଗଠନକୁ ବାଦ୍ ଦେଇ ଟାଟା, ବିରାଳା, ଅଂବାନୀ, ଅଡାନୀ ଭଳି ଦଲାଲ ପୂଂଜିପତିମାନଂକୁ ସ୍ବଗତମ୍ କରାଯାଇଥିଲା.
ଭାରତ ଇତିହାସରେ କୃଷକ ଓ ଆଦିବାସୀମାନଂକର ବିସ୍ଥାପନ ପାଇଂ ଜୋରସୋର ପ୍ରସ୍ତୁତି ନରେଂଦ୍ର ମୋଦୀ ସରକାରକଂର ନେତୃତ୍ବରେ ଆଗେଇଚାଲିଛି. ମୋଦିକଂର ଜାପାନ୍, ଅମେରିକା ଯାତ୍ରା ଓ ଭାରତକୁ ଚୀନର ରାଷ୍ଟ୍ରପତି ଓ ଅମେରୀକା ଶାସନ ସଚିବ ମାନଂକର ଯାତ୍ରାର କାରଣ ଏହାହିଂ ଅଟେ. ମୋଦୀ ସରକାର ଯୋଜନା କ୍ରମେ କୃଷି ପ୍ରଧାନ ଦେଶକୁ ଉଦ୍ୟୋଗ ପ୍ରଧାନ ଦେଶରେ ବଦଳାଇବାର ଲକ୍ଷ୍ୟ. କାରଣ ଏହା ପଛରେ ପୁଂଜିପତି ଓ ବହୁରାଷ୍ଟ୍ରୀୟ କଂପାନୀ ମାନଂକର ହାତ ରହିଛି. ଏଥିରେ ସାମିଲ ଅଛଂତି - ଦିଲ୍ଲୀ ମୁଂବାଇ ଉଦ୍ୟୋଗିକ କାରିଡାର, ଅମୃତସର କଲକାତା ଉଦ୍ୟୋଗିକ କାରିଡାର, ଚେନ୍ନାଇ ବାଂଗାଲୋର ଉଦ୍ୟୋଗିକ କାରିଡାର, ମୁଂବାଇ ଚେନ୍ନାଇ ଇକୋନାମିକ୍ କାରିଡାର ମାନେ ଏହି ଯୋଜନାରେ ବହୁସଂଖ୍ୟାରେ ବଡ଼ ବଡ଼ କାରାଖାନା, ସ୍ପେଶାଲ ଇକୋନାମିକ ଜୋନ, ଉଡ଼ାଜାହାଜ ପଡ଼ିଆ, ବଂଦରଘାଟ, ସ୍ମାର୍ଟ ସିଟି, ରେଳ ଲାଇନ ଓ ସଡ଼କ ଆଦି ତିଆରି କରାଯିବ.
ଏହି ସବୁ କୃଷକ ଓ ଆଦିବାସୀ ମାନଂକର ଜମିରେ ସୃଷ୍ଟି ହେଲେ କୃଷକ, ଶ୍ରମିକ ଓ ଦଳିତ ଆଦିବାସୀ ମାନେ ଯିବେ କୁଆଡ଼େ? ତେଣୁ ପୁର୍ବ ପୁରୁଷର ଭିଠାମାଟିରୁ ଶ୍ରମିକ ଏବଂ ଆଦିବାସୀ ମାନଂକୁ ଉଚ୍ଛେଦ କରିବା ଛଡ଼ା ସରକାରକ ଠାରେ ବାଟ ନାହିଂ.
ଆମକୁ ମୋଦିଂକର ବିନାଶକାରୀ ପଦକ୍ଷେପକୁ ରୋକିବା ଦରକାର, ଆମକୁ ଦେଶର ସାମ୍ରାଜ୍ୟବାଦ, ସାମଂତବାଦ, ଓ ବଡ଼ ପୁଜଂତୀପତିମନଂକ ଠାରୁ ସ୍ବାଧିନତା କରିବାକୁ ପଡ଼ିବ. ତେବେ ଦେଶର ଲୋକହିତକର ବିକାଶ ସଂଭବ ହୋଇପରିବ. ତେଣୁ ଦଳଗତ ଭାବେ ଆମେ ସମସ୍ତେ ମିଶି ବର୍ଗ-ସଂଘର୍ଷ କରିବାକୁ ପଡ଼ିବ. ବିହାର, ଝାରଖଣ୍ତ, ଓ ଦଣ୍ଡକାରଣ୍ୟରେ କାର୍ଯ୍ୟରତ କ୍ରାଂତିକାରୀ ଜନ କମିଟି ଏକମାତ୍ର ବିକଳ୍ପ ଅଟେ. ଏହି କ୍ରାଂତିକାରୀ ଜନ କମିଟି ଦେଶରେ ଜନତାଂକା ଆଗରେ ଆର୍ଥିକ ସ୍ବାଲଂବୀ ଓ ଜନହିତ ବିକାଶ ପାଇଂ ଏକ ନମୁନା ପ୍ରଦର୍ଶନ କରୁଛନ୍ତି. ତେଣୁ ଏହି ନମୁନା ଶୋଷକ ଓ ସରକାର ମଧ୍ୟରେ ଚିନ୍ତାର କାରଣ ହୋଇଛି. ଜଳ-ଜଂଗଲ-ଜମି ଉପରେ ଲୋକଂକର ଆଧିକାର ସାବ୍ୟସ୍ତ ପାଇଂ ଆମର ଭାକପା (ମାଓବାଦୀ)ର ନେତୃତ୍ବରେ ପିଏଲଜିଏର ସୁରକ୍ଷାବଳୟ ସାରା ଦେଶରେ ବିଛାଯାଇଛି. ଛତିଶଗଡ଼ର ଧମତରୀ, ଗରିଆବଂଦ, ମହାସଂମୁଂଦ, ଓଡ଼ିଶାର ନୁଆପଡ଼ା, ବଲାଂଗିର, ବରଗଡ଼, ରାୟଗଡା, ନବରଂଗପୁର, ନୟାଗଡ, ବୌଦ୍ଧ, ସୋନପୁର, ସଂବଲପୁର, ସୁଂଦରଗଡ, କାଳାହାଣ୍ତି, କଂଧମାଳର ଜନତା ଆମର କମିଟିରେ ଅଂତର୍ଗତ ହୋଇ ସଂଘର୍ଷ ପଥରେ ଆଗେଇ ଚାଲିଛନ୍ତି.
ବିଦେଶୀ କଂପାନିମନଂକର ଦଲାଲ ରମନସିଂ, ନବିନ ପଟନାୟକ ଓ ମୋଦି ଆମର ସଂଘର୍ଷର ତୋଡ଼ ଦେଖି ଭୟଭୀତ ହେଲେଣି, କାରଣ ଏହି ଆଂଦଳୋନ ଆଗାମୀ ଦିନର ମନମାନୀ ଲୁଟତରାଜକୁ ହଟାଇପାରିବ. ଏଥିପାଇଂ ମୋଦୀ ସରକାର (ଜନତାର ରକ୍ତ ପିପାସି ଗୃହମଂତ୍ରୀ ରାଜନାଥ ସିଂ, ଅର୍ଥମଂତ୍ରୀ ଅରୁଣ ଜେଟଲି, ବିଦେଶମଂତ୍ରି ସୁଷମା ସ୍ବରାଜ) ସହିତ ନବିନ ଓ ରମନ ସରକାର ଆମର ଆଂଦୋଳନ ପାଇଂ ଆପରେଶନ ଗ୍ରିନହଂଟର ତୃତୀୟ ଚରଣର ପ୍ରତିବଂଧକ ପାଇଂ ଲକ୍ଷ-ଲକ୍ଷ ପୋଲିସ ଓ ଅର୍ଧ ସାମରିକ ବାହିନୀ ପ୍ରସ୍ତୁତ କରିଛନ୍ତି. ମୋଦିଂକର ନେତୃତ୍ବରେ ଜନତା ଉପରେ ଥିବା ସଂଘର୍ଷକୁ ଆଧିକ ପ୍ରଳୟଂକରୀ କରିବାପାଇଂ ପୋଲିସ ବହିନୀ ସହିତ ସାମରିକ ବାହିନୀ 120 ବଟାଲିୟନରୁ, 147 ବଟାଲିୟନକୁ ବଢ଼ାଇଛନ୍ତି. ସାମରିକ ବହାନୀ ପ୍ରତ୍ୟକ୍ଷ ଭାବରେ ମାଓବାଦୀ ଆଂଦୋଳନକୁ ସମାପ୍ତ କରିବାପାଇଂ ମାର୍ଗଦର୍ଶନ କରୁଛନ୍ତି.
ତେଣୁ ଆମ୍ଭ ଓଡ଼ିଶାବାସିଂକୁ ବିନମ୍ର ଅନୁରୋଧ ଯେ, ବିଦେଶୀ କଂପାନୀ, ପୂଂଜିପତି ଜମିଦାରମାନଂକର କବଳରୁ ମୁକ୍ତୀ ପାଇଂ ଆଗାମୀ ଦିନରେ ହୃଦୟର ସହିତ ଜନମୁକ୍ତି ଗୋରିଲ୍ଲା ସେନା (ପିଏଲଜିଏ)ରେ ସାମିଲ ହୋଇ, ସହିଦ ଭଗତସିଂ ଭଳି ଦେଶର ଦାୟାଦ ସଂତାନ ହୋଇ ମାତୃଭୁମି ପରି ଭିଠାମାଟିର ରକ୍ଷା ପାଇଂ ଏକ ମନ ପ୍ରାଣରେ ଆଗେଇ ଆସନ୍ତୁ.


  • ଜନତା ଉପରେ ଯୁଦ୍ଧ (ଅପେରେସନ ଗ୍ରିନହଂଟ)ର ତୃତୀୟ ଚରଣରକୁ ହାରାଇବା ପାଇଂ ପିଏଲଜିଏରେ ସାମିଲ ହୁଅନ୍ତୁ.
  • ଜନତାଂକ ବିସ୍ଥାପନ ବିରୋଧରେ, ଓଦ୍ୟୋଗିକ କାରିଡାର, ଅଭୟାରଣ୍ୟ, ବଡ଼ ପ୍ରକଳ୍ପ ରୋକିବା ପାଇଂ ସଂଘର୍ଶ କରନ୍ତୁ.
  • ପ୍ରିତି ଗାଂ ରେ କ୍ରାଂତିକାରୀ ଜନ କମିଟି ନିର୍ମାଣ କରନ୍ତୁ.
  • ଭାକପା (ମାଓବାଦୀ) ଜିଂଦାବାଦ-ଜିଂଦାବାଦ.



କ୍ରାଂତିକାରି ଅଭିବାଦନ ସହିତ
ଓଡ଼ିଶା ରାଜ୍ୟ କମିଟି
ଭାରତର କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ)

No comments:

Post a Comment